Jump to content

ଭୀମ ଦାସ

ଉଇକିଅଭିଧାନ‌ରୁ

ଭୀମ ଦାସ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ପୁରୀ ଜିଲ୍ଲାର ଗୌଡୀୟ ବୈଷ୍ଣବ ମତା— ବଲମ୍ୱୀ କରଣ କବି —Name of an Oriya poet of Puri of the ୧୭th. century who composed devotional verses.

[ଦ୍ରଷ୍ଟବ୍ୟ —ତାଙ୍କର ଲେଖା ଭକ୍ତିମାର୍ଗଶ୍ରିତ ହେଲେହେଁ ସେଥିର ଭାଷା ସର୍ବଜନଗ୍ରାହୀ ବା ସରଳ ନୁହେଁ ସେ ଭକ୍ତିରତ୍ନମାଳା ବା ଭକ୍ତି ରତ୍ନାବଳୀ ଓ ହରିଭକ୍ତି ଚନ୍ଦ୍ରୋଦୟ ନାମକ ଦୁଇ ଖଣ୍ଡି ବୈଷ୍ଣବ ଗ୍ରନ୍ଥ ରଚନା କରିଥିଲେ]