Jump to content

ଭୀମ ନାଦ

ଉଇକିଅଭିଧାନ‌ରୁ

ଭୀମ ନାଦ

ଉଚ୍ଚାରଣ

[ସମ୍ପାଦନା]
(ଭୀମ ନାଦୀ—ବିଶେଷଣ - ପୁଂ) 

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଭୀମ+ନାଦ)

[ସମ୍ପାଦନା]
୧. ଭୀଷଣ ଶବ୍ଦ; ହୁଙ୍କାର; ବିକଟ ଗର୍ଜନ —୧. Terrible sound; dreadful roar.
୨. ଭୀମଙ୍କ ରଡ଼ି ପରି ରଡ଼ି —୨. Roar like that of Bhīma.
୩. (ବହୁବ୍ରୀହି, ଭୀମ ଅଟେ ନାଦ ଯାହାର) ସିଂହ — ୩. The lion.

ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)

[ସମ୍ପାଦନା]

ଭୟଙ୍କର— ନାଦକାରୀ —Having a dreadful sound; roaring terribly.