Jump to content

ଭୀମ ପରାକ୍ରମ

ଉଇକିଅଭିଧାନ‌ରୁ

ଭୀମ ପରାକ୍ରମ

ଉଚ୍ଚାରଣ

[ସମ୍ପାଦନା]
(ଭୀମ ପରାକ୍ରମା—ସ୍ତ୍ରୀ) 

ଭୀମ ବିକ୍ରମ ଭୀମ ବଳ—ଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଭୀମ+ପରାକ୍ରମ)

[ସମ୍ପାଦନା]
୧. ଭୟଙ୍କର ଶକ୍ତି — ୧. Terrible might.
୨. (୬ଷ୍ଠୀ ତତ) ଭୀମଙ୍କର ଶକ୍ତି — ୨. The might of Bhīma.

ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ଭୀମ ଅଟେ ପରାକ୍ରମ ; ଯାହାର)

[ସମ୍ପାଦନା]

ଅତ୍ୟନ୍ତ ବଳଶାଳୀ —Mighty; of dreadful strength.