Jump to content

ଭୀମ ଭୋଇ

ଉଇକିଅଭିଧାନ‌ରୁ

ଭୀମ ଭୋଇ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଅନ୍ଧ କନ୍ଧ ଓଡ଼ିଆ କବି (ଖ୍ରୀ. ୧୮୫୨—୧୮୯୫: ) —Name of a blind Oriya poet.

[ଦ୍ରଷ୍ଟବ୍ୟ — ଏ ରେଢାଖୋଳର ଓଡ଼ିଆ କନ୍ଧବଂଶରେ ଜାତ ହୋଇଥିଲେ; ବାଲ୍ୟକାଳରୁ ପିତାଙ୍କୁ ହରାଇଥିଲେ ଓ ଗରିବ ଥିବାରୁ ଅତି କଷ୍ଟରେ ଜୀବନ ଯାପନ କରୁଥିଲେ ଲୋକଙ୍କର ଗାଈ ଗୋରୁ ଜଗିବା ତାଙ୍କର ଜୀବିକା ଥିଲା ଅତି ବାଲ୍ୟକାଳରୁ ତାଙ୍କର ଅଲେଖ ବା ସତ୍ୟ—ମହିମାଧର୍ମ ପ୍ରତି ମତି ବଳିଥିଲା ଓ ପରେ ମହିମା ଗୋସାଇଁଙ୍କୁ ଭେଟି ଢେଙ୍କାନାଳଠାରୁ ଆସି ସେଠାରେ ଗୁରୁଙ୍କଠାରୁ ଦୀକ୍ଷା ନେଇ "ସ୍ତୁତିଚିନ୍ତାମଣି" ନାମକ ଗ୍ରନ୍ଥ ରଚନା କରି ସତ୍ୟ—ମହିମାଧର୍ମ ପ୍ରଚାର କଲେ ଏହାଙ୍କର ଭଜନମାଳା ଓ ବ୍ରହ୍ମନିରୂପଣଗୀତା ମହିମାଧର୍ମାବଲମ୍ୱୀ— ମାନଙ୍କର ଅତ୍ୟନ୍ତ ପ୍ରିୟ ଗ୍ରନ୍ଥ ଏ ଗ୍ରନ୍ଥମାନ ପ୍ରାଚୀ ସମିତିଙ୍କଦ୍ୱାରା ପ୍ରକାଶିତ ହୋଇଅଛି]