Jump to content

ଭୀମ ରଡି

ଉଇକିଅଭିଧାନ‌ରୁ

ଭୀମ ରଡି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଭୀମନାଦ, ଭୀମଗର୍ଜନଅନ୍ୟରୂପ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଭୀମନାଦ; ବିକଟ ଗର୍ଜନ — ୧. Terrific sound; terrible roar.
୨. ଦୁର୍ଯ୍ୟେଧନଙ୍କୁ ଯୁଦ୍ଧ ପାଇଁ ଡାକିଥିବା ବେଳେ ଭୀମଙ୍କର କରିଥିବା ରଡ଼ି — ୨. The roaring challenge of Bhīma to Durj̄yodhana for battle.

[ଦ୍ରଷ୍ଟବ୍ୟ —ଭୀମ ଦୁଇଥର ରଡି କରିବାଯାକେ ଦୁର୍ଯ୍ୟୋଧନ ସମ୍ଭାଳି ହୋଇ ରହିଲେ; କିନ୍ତୁ ତୃତୀୟ ରଡ଼ି ଶୁଣି ଆଉ ଥୟ ହୋଇ ନ ପାରି ଲୁଚିବା ସ୍ଥାନରୁ ବାହାରି ଆସି ଭୀମ ସଙ୍ଗେ ଯୁଦ୍ଧ କଲେ ଓ ସେହି ଯୁଦ୍ଧରେ ମୃତ ହେଲେ]