Jump to content

ଭୀରୁ

ଉଇକିଅଭିଧାନ‌ରୁ

ଭୀରୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଭୀ. ଧାତୁ+ଶୀଳାର୍ଥ କର୍ତ୍ତୃ ରୁ)

[ସମ୍ପାଦନା]

ଭୀତ ସ୍ୱଭାବ; କାପୁରୁଷ; ସ୍ୱଭାବତଃ ଭୟଶୀଳ; ଡରୁଆ; ଡରକୁଳା; ଛେରୁଆ —Timid; cowardly by nature.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଶୃଗାଳ —୧. Jackal.
୨. ବ୍ୟାଘ୍ର —୨. Tiger.
୩. ଏକପ୍ରକାର ଆଖୁ — ୩. A kind of sugarcane.
୪. କଣ୍ଟକାରୀ — ୪. Solanum Indicum.
୫. ଶତାବରୀ — ୫. As paragus.
୬. ଶତପାଦିକା —୬. Centepede.
୭. ଛାୟା —୭. Shadow.
୮. (ସ୍ତ୍ରୀ) ସ୍ୱଭାବତଃ ଭୀତା ସ୍ତ୍ରୀ — ୮. A timid woman (M.W.).
୯. ଛେଳି (ହିନ୍ଦୀ - ଶ) —୯. Goat.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ସ୍ତ୍ରୀ; ନାରୀ — ୧. Woman

(ଉ—ଭୀରୁଚିତ ବର୍ଣ୍ଣେ ଚିତ୍ର ରଣ ବିଭୀଷିକା ରାଧାନାଥ, ମହାଯାତ୍ରା)

୨. ପତ୍ନୀ — ୨. Wife.

(ଉ—ବଲାହକୁ ଜନ୍ମ ହୋଇଲା ପରା ଈଶ୍ୱର ଭୀରୁ ଭଞ୍ଜ, ବୈଦେହୀଶବିଳାସ)