Jump to content

ଭୀରୁକ

ଉଇକିଅଭିଧାନ‌ରୁ

ଭୀରୁକ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଣ—(ଭୀରୁ+ସ୍ୱାର୍ଥେକ)

[ସମ୍ପାଦନା]
୧. ଭୟାଳୁ — ୧. Chicken-hearted; cowardly.
୨. ଭୟତ୍ରସ୍ତ — ୨. Alarmed; overwhelmed with fear.

(ଉ—ବଞ୍ଚୁକ ପରାୟେ ତେବେ, ମୁଖରେ ଅନଳେ ଜବେ, ଦେଖାଇ ନାଶି ଭୀରୁକ, ହେଲେ ଦୂଷିଲେ ଭଞ୍ଜ, ବୈଦେହୀଶବିଳାସ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପେଚକ —୧. Owl.
୨. ଶୃଗାଳ —୨. Jackal.
୩. ଭଲ୍ଲୁକ —୩. Bear.
୪. ବନ — ୪. Forest.