ଭୀଲୁକ
ଦେଖଣା
ଭୀଲୁକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭୀଲୁକ
|
ସଂସ୍କୃତ - ବିଣ—(ଭୀରୁ+ସ୍ୱାର୍ଥେକ)
[ସମ୍ପାଦନା]- ୧. ଭୟାଳୁ — ୧. Chicken-hearted; cowardly.
- ୨. ଭୟତ୍ରସ୍ତ — ୨. Alarmed; overwhelmed with fear.
(ଉ—ବଞ୍ଚୁକ ପରାୟେ ତେବେ, ମୁଖରେ ଅନଳେ ଜବେ, ଦେଖାଇ ନାଶି ଭୀରୁକ, ହେଲେ ଦୂଷିଲେ ଭଞ୍ଜ, ବୈଦେହୀଶବିଳାସ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ପେଚକ —୧. Owl.
- ୨. ଶୃଗାଳ —୨. Jackal.
- ୩. ଭଲ୍ଲୁକ —୩. Bear.
- ୪. ବନ — ୪. Forest.
ଭୀଲୁକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଭାଲୁ (ହିନ୍ଦୀ - ଶ) — Bear.
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଭୀରୁ; ଡରୁଆ —Timid.