Jump to content

ଭୀଲ ଭୂଷଣ

ଉଇକିଅଭିଧାନ‌ରୁ

ଭୀଲ ଭୂଷଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଭୀଲ୍ଲ ଜାତୀୟ ସ୍ତ୍ରୀମାନଙ୍କର କାଇଞ୍ଚମାଲାଭୂଷଣ ଥିବାରୁ)

[ସମ୍ପାଦନା]

କାଇଞ୍ଚ; ଗୁଞ୍ଜା (ହିନ୍ଦୀ - ଶ) — Abrus Precatorius.