Jump to content

ଭୀଷିତ

ଉଇକିଅଭିଧାନ‌ରୁ

ଭୀଷିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଭୀ ଧାତୁ ଣିଜନ୍ତ=ଭୀଷି. ଧାତୁ+କର୍ମ. ତ)

[ସମ୍ପାଦନା]

ଭୟ ପ୍ରଦର୍ଶିତ —Frightened; terrified; scared.