ଭୀଷ୍ମଙ୍କ ଶରଶଯ୍ୟା
ଦେଖଣା
ଭୀଷ୍ମଙ୍କ ଶରଶଯ୍ୟା
ଉଚ୍ଚାରଣ
[ସମ୍ପାଦନା]ଭୀଷ୍ମ ଶଯ୍ୟା, ଭୀଷ୍ମଶରଶଯ୍ୟାସଂସ୍କୃତରୂପ
ଅନୁବାଦ
[ସମ୍ପାଦନା]ଭୀଷ୍ମଙ୍କ ଶରଶଯ୍ୟା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମହାଭାରତ ଯୁଦ୍ଧରେ ଅର୍ଜ୍ଜୁନଙ୍କଦ୍ୱାରା ଭୀଷ୍ମଙ୍କ ଶରୀରରେ ବିଦ୍ଧ ହୋଇ ଥିବା ବାଣମାନ ଲାଗିଥିବା ଅବସ୍ଥାରେ ଭୀଷ୍ମଙ୍କର ଉକ୍ତ ବାଣମାନଙ୍କ ଅଗ୍ରରେ ଶୟନ —The bed of arrows thrown by Arjuna which stuck to the body of Bhīsma like the quills of a peroupine and with which Bhīshma lay down as comfortably as on a feathery bed [Mahābhārata].