Jump to content

ଭୀଷ୍ମ କଟକ

ଉଇକିଅଭିଧାନ‌ରୁ

ଭୀଷ୍ମ କଟକ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଭୀଷମ କଟକ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - ନାମ

[ସମ୍ପାଦନା]

ବିଶାଖାପାଟଣା ଜିଲ୍ଲାର ଗୋଟିଏ ଓଡ଼ିଆ ଜମିଦାରୀ; ବିଷମ କଟକ —Name of a Zemindary estate in the Vizagapatam district.

[ଦ୍ରଷ୍ଟବ୍ୟ —ଏହା ପୂର୍ବେ ଜୟପୁର ରାଜ୍ୟର ଅଧୀନ ଥିଲା, କିନ୍ତୁ କାଳକ୍ରମେ ଏ ଜୟପୁରରୁ ପୃଥକ ହୋଇଯାଇଥିଲା; ଏବେ ତାହା ଜୟପୁର ମହାରାଜା ଖରିଦ କରି ଜୟପୁରଭୁକ୍ତ କରିଅଛନ୍ତି ଓ ଏଥିର ଶିକ୍ଷିତ ଯୁବକ ରାଜା 'ଥାଟରାଜା' ଉପାଧି ଧାରଣ କରି ବିଶାଖାପାଟଣାରେ ଅବସ୍ଥାନ କରୁଅଛନ୍ତି]