ଭୀଷ୍ମ ପଞ୍ଚକ
ଦେଖଣା
ଭୀଷ୍ମ ପଞ୍ଚକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବକ ପଞ୍ଚକ; କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଅନୁଷ୍ଠେୟ ପ୍ରାତଃହୀନ ହବିଷ୍ୟ. ଆମିଷ ଓ ସ୍ତ୍ରୀ ତୈଳାଦି ବର୍ଜନମୂଳକ ବ୍ରତବିଶେଷ — A religoius vow observed for the last ୫ days of the month of Kārttika (consisting of morning bath, frugal, food, refraining from animal food oil, and co— habitation.).