ଭୀଷ୍ମ ଶ୍ରାଦ୍ଧ
ଦେଖଣା
ଭୀଷ୍ମ ଶ୍ରାଦ୍ଧ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି (ମଧ୍ୟପଦଲୋପୀ କର୍ମଧା)
[ସମ୍ପାଦନା]ମାଘ ଶୁକ୍ଲାଷ୍ଟମୀ ବା ଭୀଷ୍ମଷ୍ମମୀ ଦିନ ଭୀଷ୍ମଦେବଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ହିନ୍ଦୁ ଗୃହସ୍ଥଙ୍କ ଅନୁଷ୍ଠେୟ ଶ୍ରାଦ୍ଧ ବା ପିଣ୍ଡଦାନ କର୍ମ —Ṡrāddha or oblation of boiled rice offered to Bhīshma by every Hindu householder on the ୮th day of the bright lunar fortnight of Māgha.