Jump to content

ଭୁଁ

ଉଇକିଅଭିଧାନ‌ରୁ

ଭୁଁ

ଉଚ୍ଚାରଣ

[ସମ୍ପାଦନା]

(ଭୁଁ ଭୁଁ—ଅନ୍ୟରୂପ)

  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ (ଧ୍ୱନ୍ୟନୁକରଣ)

[ସମ୍ପାଦନା]
୧. ଶଙ୍ଖଧ୍ୱନି —୧. The sound of blowing of conchshells.
୨. ତୁରୀର ଧ୍ୱନି — ୨. The blast of a trumpet.
୩. ରେଳଗାଡ଼ିର ସିଟିର ଧ୍ୱନି —୩. The sound of the railway whistle.
୪. କୁକୁରମାନଙ୍କର ସଙ୍ଗମ ଋତୁରେ ରାତିରେ ଓ ଭୋର୍ ବେଳେ ସେମାନଙ୍କ କରିବା ଶଙ୍ଖଧ୍ୱନିବତ୍ ଦୀର୍ଘ ଶବ୍ଦ —୪ . The braying sound of dogs during the mating season.
୫. ଭ୍ରମର ଗୁଞ୍ଜନ —୫. Humming or buzzing sound.