Jump to content

ଭୁଁ ବଜାଇବା

ଉଇକିଅଭିଧାନ‌ରୁ

ଭୁଁ ବଜାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଶଙ୍ଖ ବଜାଇବା —୧. To blow a conchshell.
୨. ଦୀର୍ଘ— ସ୍ୱରରେ କାନ୍ଦିବା —୨. To bewail with a long sound.
୩. (ଲକ୍ଷଣାର୍ଥ; ବିବାହଆଦି ଉତ୍ସବରେ ଶଙ୍ଖୁଆ ଶଙ୍ଖ ଫୁଙ୍କେ ଓ ମୁଠିଏ ଖାଇବାକୁ ପାଇବା ଛଡ଼ା ତାର ଆଉ କିଛି ଲାଭ ହୁଏ ନାହିଁ, ଏହି ଲକ୍ଷଣାରୁ)—ବିନାପରିଶ୍ରମିକରେ କର୍ମ କରିବା —୩. To work without wages.