Jump to content

ଭୁଆ

ଉଇକିଅଭିଧାନ‌ରୁ

ଭୁଆ

ଉଚ୍ଚାରଣ

[ସମ୍ପାଦନା]

ଭୁଆ ବିରା଼ଡ଼ି, ଭୁଆ ବିଲେଇଅନ୍ୟରୂପ

  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅଣ୍ଡରା ବିରାଡ଼ି —Tom Cat; a male cat.

[ଦ୍ରଷ୍ଟବ୍ୟ —ଏମାନେ ସାଧାରଣତଃ ଉଗ୍ର ଓ ନିଷ୍ଠୁରପ୍ରକୃତିକ ହୁଅନ୍ତି. ଓ ନବ ଜାତ ବିରାଡ଼ି ଛୁଆ— ମାନଙ୍କୁ ଖାଇ ଯାଆନ୍ତି ଏପରି କି ଆପଣା ଛୁଆକୁ ମଧ୍ୟ ଖାଇ ଯାଆନ୍ତି]

(ଉ— ପକ୍ଷୀ— ମାନେ ତା ଦେଖି ହୋଇ ଏକ ଗୋଟି, ବୋଇଲେ ଧର୍ମାତ୍ମା ହୋଇଲା ଏ ଭୁଆଟି କୃଷ୍ଣସିଂହ ମହାଭାରତ ଉଦ୍ଗୋଗ]

ପ୍ରାଦେଶିକ - (ଉତ୍ତର ବାଲେଶ୍ୱର)ବିଶେଷଣ -

[ସମ୍ପାଦନା]

ଫମ୍ପା ବା ଭୁତଖିଆ (ନଡ଼ିଆ) —(Cocoanut) without kernel or water owing ti defective growth.