Jump to content

ଭୁଆଁ ବୁଲିବା

ଉଇକିଅଭିଧାନ‌ରୁ

ଭୁଆଁ ବୁଲିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଭ୍ରମରେ ଅବାଟରେ ବୁଲିବା — ୧. To take a wrong road by mistake; to wander after having lost the way.
୨. (ଲକ୍ଷଣାର୍ଥ) ବୃଥା ପରିଶ୍ରମ କରିବା — ୨. To do fruitless labour.
୩. ଭ୍ରାନ୍ତ ହେବା — ୩. To be mistaken.