Jump to content

ଭୁଆସୁଣୀ ଯିବା

ଉଇକିଅଭିଧାନ‌ରୁ

ଭୁଆସୁଣୀ ଯିବା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ)କ୍ରିୟାପଦ -

[ସମ୍ପାଦନା]

ବାଳିକା ରଜସ୍ୱଳା ହେବା ପରେ ପ୍ରଥମେ ଶାଶୁଘରକୁ ଯିବା; ପହିଲି— ପାଳି ଯିବା —To go to the husband's house for the first time after attaining puberty (said of a girl given in marriage before she attained puberty.)