ଭୁଆ ଆପଣା ଛୁଆକୁ ଖାଇବା (ନ୍ୟାୟ)
ଦେଖଣା
ଭୁଆ ଆପଣା ଛୁଆକୁ ଖାଇବା (ନ୍ୟାୟ)
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ଢ଼ଗ
[ସମ୍ପାଦନା]ଯେଉଁ ଭୁଆ ବିରାଡ଼ି ଆପଣା
ଅନୁବାଦ
[ସମ୍ପାଦନା]ଭୁଆ ଆପଣା ଛୁଆକୁ ଖାଇବା (ନ୍ୟାୟ)
|
ଔରସ ଜାତ ଶିଶୁକୁ ଖାଇଯାଏ ତାଠାରୁ ପର ଛୁଆ ପ୍ରତି ମମତା ଆଶା କରିବା ରୁପ ଦୁରାଶା ସ୍ଥଳରେ ଏ ଢଗ ବୋଲାଯାଏ — (an analogical saying) To expect kindness and mercy from a male cat which eats up its own kitten.