ଭୁଇଁଆଁ ଜର
ଗଡ଼ଜାତରେ ହେବା ଏକପ୍ରକାର ପବଳ କମ୍ପଜ୍ୱର —A kind of fatal malarial fever prevaling in the Oriya States.
[ଦ୍ରଷ୍ଟବ୍ୟ —ଏ ଜର ଜଙ୍ଗଲର ଭୁଇଁଆ ଦେବତାଙ୍କ ପ୍ରକୋପ ଜନିତ ବୋଲି ଗଡ଼ଜାତରେ ବିଶ୍ୱାସ ଏହା ମାରାତ୍ମକ ହୁଏ ]