Jump to content

ଭୁଇଁ କଦମ୍ୱ

ଉଇକିଅଭିଧାନ‌ରୁ

ଭୁଇଁ କଦମ୍ୱ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭୂମି କଦମ୍ୱ)

[ସମ୍ପାଦନା]
୧. ଭୂକଦମ୍ୱ ବୃକ୍ଷ — ୧. A kind of tree.
୨. ସୋମ— ରାଜ୍ୟାଦି ବର୍ଗର ବର୍ଷାୟଃ ଶାକଗୁଳ୍ମ —୨. Sphaeranthus Indicus (plant).

[ଦ୍ରଷ୍ଟବ୍ୟ —ଏହା ଧାନ କିଆରିରେ ଓ ଜଳମୟ ସ୍ଥାନରେ ଜନ୍ମେ ଗଞ୍ଜାମରେ ଏହାର ନାମ ବଣକଦମ୍ୱ, ମୁଣ୍ଡୀ, ଗୁଣ୍ଡୀ ଏହା ଗଳ— ଗଣ୍ଡ. ଅପଚୀ, ମୂତ୍ରକୃଚ୍ଛ, କ୍ରିମି, ଯୋନିରୋଗ, ପାଣ୍ଡୁ, ଶ୍ଳୀପଦ, ଅରୁଚି, ଅପସ୍ମାର, ପ୍ଳୀହା ମେଦ ଓ ଗୃହ୍ୟସ୍ଥ ବ୍ୟାଧି ବିନାଶକ—ଦ୍ରବ୍ୟଗୁଣ ]