Jump to content

ଭୁଇଁ ଖଜୁରା

ଉଇକିଅଭିଧାନ‌ରୁ

ଭୁଇଁ ଖଜୁରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭୂମି ଖର୍ଜ୍ଜୁର)

[ସମ୍ପାଦନା]

ଏକ ପ୍ରକାର ଛୋଟ ଖଜୁରୀ ଗଛ ; ପେଣ୍ଡି ଖଜୁରି — A species of small date plam.

[ଦ୍ରଷ୍ଟବ୍ୟ —ଏ ଗଛ ସ୍କନ୍ଧ ଭୂମିକୁ ଲାଗି ଥାଏ ଓ କେତେ ଭୂମି ଛାଡ଼ି ଉପରକୁ ଉଠେ ନାହିଁ, ଏହାର କୋଳ ସାଧାରଣ ଖଜୁରିକୋଳି ଅପେକ୍ଷା ସାନ କିନ୍ତୁ ମିଷ୍ଟତର ବୈଦ୍ୟଶାସ୍ତ୍ର ମତରେ ଏ ଖଜୁରିଠାରୁ ଅଳ୍ପ ଗୁଣ ବିଶିଷ୍ଟ ]