ଭୁଇଁ ଚମ୍ପା
ଦେଖଣା
ଭୁଇଁ ଚମ୍ପା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭୁଇଁ ଚମ୍ପା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭୂମି ଚମ୍ପକ)
[ସମ୍ପାଦନା]ହରିଦ୍ରା ବର୍ଗର କ୍ଷୁଦ୍ର ଶାକଗୁଳ୍ମ ବିଶେଷ —Kæmferias Rotunda (a plant and its scented flowers.)
[ଦ୍ରଷ୍ଟବ୍ୟ — ବୈଶାଖ ମାସରେ ଏଥିର ପତ୍ରମାନ ଶୁଖି ନଷ୍ଟ ହୋଇ— ଯାଏ ଓ ମୂଳରୁ ସୁଗନ୍ଧ ଧଳା ଫୁଲ ବାହାରେ ଓ ଉକ୍ତ ଫୁଲ ଭୂଇଁରୁ ବାହାରିଲା ପରି ଦେଖା ଯାଏ ପତ୍ର ହଳଦୀ ଗଛର ପତ୍ର ପରି, ଫୁଲ ସକାଳେ ଫୁଟେ ଫୁଲ ଫୁଟା ବନ୍ଦ ହୋଇ— ଯିବା ପରେ ପତ୍ର ବାହାରେ ]