Jump to content

ଭୁଇଁ ଛତୁ

ଉଇକିଅଭିଧାନ‌ରୁ

ଭୁଇଁ ଛତୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଭୁଇଁ ଫୁଲ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭୂମି+ଛତ୍ରାକ)

[ସମ୍ପାଦନା]

ମାଟି ଛତୁ; ମାଟିରୁ ଉଠିଥିବା ଛତୁ —A kind of mushroom; coming out of the surface of the earth.

[ଦ୍ରଷ୍ଟବ୍ୟ —ବୈଦ୍ୟକ ମତରେ ଏହା ଶୀତବୀର୍ଯ୍ୟ, କ୍ରିଦୋଷଜନକ, ପିଚ୍ଛଳ, ଗୁରୁ ଏବଂ ବମି, ଅତିସାର, ଜ୍ୱର ଓ କଫକାରକ ବଲ୍ମୀକ ଓ ଶୁଚିପ୍ରଦେଶ ଜାତ ଓ ଶୁକ୍ଳବର୍ଣ୍ଣ ଛତୁ ଛଡ଼ା ଅନ୍ୟ ଛତୁମାନ ଦୋଷଜନକ ]