Jump to content

ଭୁଇଁ ଜାମୁ

ଉଇକିଅଭିଧାନ‌ରୁ

ଭୁଇଁ ଜାମୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭୂମି ଓ ଜମ୍ୱୂ)

[ସମ୍ପାଦନା]

ବଣଜାମୁ; ଏକପ୍ରକାର ଛୋଟ ଜାମୁ ଗଛ ଓ ତହିଁର ଛୋଟଫଳ —Premna Herbacea; Ardisa Humiles; a species of small blackberry.

[ଦ୍ରଷ୍ଟବ୍ୟ —ଏହା ଜାମୁ ଜାତୀୟ ବନ୍ୟକ୍ଷୁପ ବା କ୍ଷୁଦ୍ର ତରୁ; ଉଚ୍ଚରେ ୨/୩: ହାତ ବଢ଼େ, କୋଳି ଜାମୁ କୋଳି ଅପେକ୍ଷା ଛୋଟ ପତ୍ର ଜାମୁ ପତ୍ର ପରି, କିନ୍ତୁ ସୂକ୍ଷ୍ମ ; ବୈଦ୍ୟ ଶାସ୍ତ୍ର ମତରେ ଏହା ଧାରକ ରୁକ୍ଷ; ଏହା କଫ୍ ପିତ୍ତ , ରକିତ ଦୁଷ୍ଟି ଓ ଦାହ ନାଶକ ]