ଭୁଇଁ ନିମ
ଦେଖଣା
ଭୁଇଁ ନିମ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭୂ ନିମ୍ୱ)
[ସମ୍ପାଦନା]ଚିରେଇତା ଜାତୀୟ ବର୍ଷାୟୁଃ) ଶାକ ଗୁଳ୍ମ ବିଶେଷ — Andrographis Paniculata.
[ଦ୍ରଷ୍ଟବ୍ୟ —ଏହା ବାସକାଦି ବର୍ଗର ଗୁଳ୍ମ; ଗଛ ସିଧା; ପତ୍ର ମତ୍ସ୍ୟାକାର, ରୋମହୀନ; ପତ୍ରର ଧାର ଅଖଣ୍ଡିତ; ଫୁଲ ଧଳା ଓ ଭିତରେ ଆନୀଳ ରକ୍ତଚିହ୍ନ, କେଶର ୨ଟି; ପତ୍ର ଓ ଗଛ ଅତି ତିକ୍ତ ଏହା ଅଗ୍ନି— ଦୀପକ, ରେଟକ ଓ ବିଷଦୋଷ, ରକ୍ତ— ଦୁଷ୍ଟି. କ୍ରିମି, କୁଷ୍ଠ ଓ ଜ୍ୱରନାଶକ ]