ଭୁଇଁ ହାର
ଦେଖଣା
ଭୁଇଁ ହାର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭୂମିହର)
[ସମ୍ପାଦନା]ବିହାର ଓ ସଂଯୁକ୍ତ ପ୍ରଦେଶର ବ୍ରାହ୍ମଣଶ୍ରେଣୀବିଶେଷ —A class of Brāhmaṇas in Bihar and U.P.
(ଭୂମିହାର ତଳେ ଟୀକା ଦେଖ )
[ଦ୍ରଷ୍ଟବ୍ୟ —ଆର୍ଯ୍ୟା— ବର୍ତ୍ତର ବ୍ରାହ୍ମଣମାନଙ୍କର ୫ ଶ୍ରେଣୀ (ସାରସ୍ୱତ, କାନ୍ୟକୁବ୍ଜ, ଗୌଡ଼, ମୈଥଳ, ଉତ୍କଳ)ଙ୍କ ମଧ୍ୟରେ ଭୂଇଁହାରଙ୍କ ନାମର ଉଲ୍ଲେଖ ନାହିଁ ଏମାନଙ୍କର ଓଡ଼ିଶାରେ ବଳଭଦ୍ର ଗୋତ୍ରୀ ବ୍ରାହ୍ମଣଙ୍କ ପରି ସାମାଜିକ ପରିସ୍ଥିତି ଥିବାର ଅନୁମିତ ହୁଏ ]