Jump to content

ଭୁକୁତେଇବା

ଉଇକିଅଭିଧାନ‌ରୁ

ଭୁକୁତେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭୁକ୍ତ)

[ସମ୍ପାଦନା]
୧. କୌଣସି ପଦାର୍ଥକୁ ଭୁକ୍ତାଇବା; ଅନ୍ୟ ବସ୍ତୁ ସଙ୍ଗେ ଭୁକ୍ତ କରିବା ବା ମେଳ କରାଇବା —୧. To cause a thing to the imposed on another; to cause to tally.
୨. ମୁକାବିଲା କରାଇବା — ୨. To confront.
୩. ହିସାବରେ ମଜୁରା ଦେବା — ୩. To set off; to give credit in the account.
୪. ପ୍ରମଣିତ କରିବା — ୪. To prove; to demonstrate.
୫. ଛିଦ୍ରଆଦିରେ ତଦୁଦ୍ଦିଷ୍ଟ କୀଳକ ଆଦି ବସାଇବା ବା ପୂରାଇବା —୫. To dovetail; to fit a thing (e.g. a plug) into another (e.g. a hole).