Jump to content

ଭୁକ୍

ଉଇକିଅଭିଧାନ‌ରୁ

ଭୁକ୍

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷଣ - (ଭୁଜ୍ ଧାତୁ+କର୍ତ୍ତ. କ୍ୱିପ୍. ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ ହୁଏ ଯଥା, କୀଟଭୁକ୍, ବଳିଭୁକ୍, ଆଖୁଭୁକ୍)

ଭୋକ୍ତା; ଯେ ଖାଏ; ଖାଦକ —Eating .

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ଭୋକ; କ୍ଷୁଧା —Hunger.