ଭୁକ୍ତ
ଦେଖଣା
ଭୁକ୍ତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଭୁଜ୍ ଧାତୁ+କର୍ତ୍ତୃ. ତ)
[ସମ୍ପାଦନା]- ୧. ଖାଇଥିବା —୧. Having eaten.
(ଯଥା, ଅର୍ଦ୍ଧଭୁକ୍ତ)
- ୨. (+କର୍ମ. ତ) ଭକ୍ଷିତ —୨. Eaten.
(ଯଥା—କୀଟଭୁକ୍ତ)
- ୩. ଅନ୍ତର୍ଗତ —୩. Included in; comprised in.
(ଯଥା—ଅଧିକାର ଭୁକ୍ତ )
- ୪. ଉପଯୁକ୍ତ; ଭୋଗକୃତ —୪. Enjoyed.
ବି—(+ଭାବ. ତ)
[ସମ୍ପାଦନା]ଭୋଗ — Enjoyment.