ଭୁକ୍ତଇବା
ଦେଖଣା
ଭୁକ୍ତଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ସାମିଲ୍ କରାଇବା —୧. To cause a thing to be included in another thing.
- ୨. ମେଳ କରାଇବା —୨. To cause a thing to fit into or tally with another thing.
- ୩. ମୁକାବିଲା କରାଇବା —୩. To confront.
- ୪. ପ୍ରବେଶ କରାଇବା —୪. To cause to enter; to thrust.
- ୫. ମଜୁରା ଦିଆଯିବା —୫ . To cause be set off.
- ୬. ଖାପ ଖୁଆଇବା ଭଳି ଏକ ବସ୍ତୁକୁ ଅନ୍ୟ ବସ୍ତୁରେ ପୁରାଇବା —୬. To dovetail.
- ୭. ମୁଆଜାଦ୍ୱାରା ପ୍ରମାଣିତ କରିବା — ୭. To prove by direct evidence.