ଭୁକ୍ତ ଭୋଗୀ
ଦେଖଣା
ଭୁକ୍ତ ଭୋଗୀ
ଉଚ୍ଚାରଣ
[ସମ୍ପାଦନା](ଭୁକ୍ତ ଭୋଗିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ—(ଭୁକ୍ତ ଭୋଗ+ଇନ୍; ୧ମା. ୧ବ)
[ସମ୍ପାଦନା]- ୧. ଯେ ଭୋଗ କରିଅଛି —୧. One who has enjojed.
- ୨. ପ୍ରବୀଣ; ଅନୁଭବୀ — ୨. Experienced.
- ୩. ଯେ ନିଜେ ଅନୁଭବ କରି ଜାଣି ଅଛି —୩. Grown wise by experience.
- ୪. ଅନ୍ୟର ଭୁକ୍ତ ଦ୍ରବ୍ୟର ଖାଦକ ବା ଉପଭୋଗୀ — ୪. Partaking of or enjoying a thing already enjoyed by another.