ଭୁଖେ ହାଉର୍ ହାଉର୍
ଦେଖଣା
ଭୁଖେ ହାଉର୍ ହାଉର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭୁଖେ ହାଉର୍ ହାଉର୍
|
ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ -
[ସମ୍ପାଦନା]ଅତ୍ୟନ୍ତ କ୍ଷୁଧାତୁର; କ୍ଷୁର୍ଧାର୍ତ୍ତ; କ୍ଷୁଧାଦ୍ୱାରା ଅତ୍ୟନ୍ତ ପ୍ରପୀଡ଼ିତ; ଭୋକରେ ପାଟୁ ପାଟୁ ହେବା —Suffering from extreme hunger; very hungry; oppresed by excessive hunger.