Jump to content

ଭୁଗୁତନ

ଉଇକିଅଭିଧାନ‌ରୁ

ଭୁଗୁତନ

ଉଚ୍ଚାରଣ

[ସମ୍ପାଦନା]

(ଭୁକୁ[ଗୁ] ତାନ [ନି]—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

(ଭୁକୁ[ଗୁ]ତ[ତା]ନ[ନି] ଦେବା—ପ୍ରୟୋଗ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭୁକ୍ତ)

[ସମ୍ପାଦନା]
୧. କ୍ଷତିପୂରଣ —Compensation.
୨. ମେଳ କରାଇବା —୨. Causing to tally.
୩. ମଜୁରା ଦେବା —୩. Giving credit; setting off a sum in the accounts.
୪. ମଜୁରା— ଦିଆଯିବା ଧନ —୪. Set off amount.