ଭୁଜ
ଦେଖଣା
ଭୁଜ
ଉଚ୍ଚାରଣ
[ସମ୍ପାଦନା](ଭୁଜା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (ଭୁଜ୍ ଧାତୁ+କର୍ତ୍ତୃ ଅ)
[ସମ୍ପାଦନା]- ୧. ବକ୍ରାକୃତି —୧. Crooked form.
- ୨. ସମସ୍ତ ହସ୍ତ ; ବାହୁ —୨. Arm; the whole hand.
- ୩. କ୍ଷେତ୍ରର ବାହୁ; କ୍ଷେତ୍ରର ସୀମା ରେଖା —୩. The side or arm of a field or figure.
- ୪. ସର୍ପର କୁଣ୍ଡଳ —୪. The coil of a serpent (M.W.)
- ୫. ହାତୀର ଶୁଣ୍ଢ —୫. The trunk of an elephant (Apte)
- ୬. ବାଙ୍କ — ୬. A bend (Apte).
- ୭. ବୃକ୍ଷା ଶାଖା —୭ . The branch of a tree (Apte)
- ୮. ତ୍ରିଭୁଜର ଭୁମି —୮. The base of a triangle (Apte.)
- ୯. (ଜ୍ୟୋତିଷ) ଛାୟାର ଭୁମି —୯. (astronomy) The base of a shadow (Apte).
ସଂସ୍କୃତ - ବିଶେଷଣ -
[ସମ୍ପାଦନା]କୁଟିଳ — crooked.
=== ଦେଶଜ - ବିଶେଷଣ - (ସଂସ୍କୃତ - ଭୁଜ ଧାତୁ)
ଖାଦ୍ୟ ନିମନ୍ତେ ସଞ୍ଚିତ (ଧାନ) —(paddy) Stored for food purposes.
ଅନୁବାଦ
[ସମ୍ପାଦନା]=== ଦେଶଜ - ବିଶେଷ୍ୟ -
- ୧. ଖାଦ୍ୟ ନିମନ୍ତେ ସଞ୍ଚିତ ଧାନ —୧. Paddy stored for food purposes.
- ୨. (ସଂସ୍କୃତ - ଭୁର୍ଜ) ଭୂର୍ଜ (ଦେଖ) - —୨. Bhūrja (See)
=== ପ୍ରାଦେଶିକ - (ସମ୍ୱଲପୁର, ଗଡ଼ଜାତ) ବିଶେଷ୍ୟ -
ଧାନ —Paddy.