Jump to content

ଭୁଜଗାଶନ

ଉଇକିଅଭିଧାନ‌ରୁ

ଭୁଜଗାଶନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଭୁଜଗ=ସର୍ପ ଅଟେ ଅଶନ= ଖାଦ୍ୟ ଯାହାର)

[ସମ୍ପାଦନା]
୧. ମୟୂର — ୧. Peacock.
୨. ପନ୍ନଗାଶନ; ଗରୁଡ଼ —୨. Garuṟḍ̠a.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ସର୍ପଭୋଜୀ —Eating serpents.