ଭୁଜଙ୍ଗ
ଦେଖଣା
ଭୁଜଙ୍ଗ
ଉଚ୍ଚାରଣ
[ସମ୍ପାଦନା](ଭୁଜଙ୍ଗମ—ଅନ୍ୟରୂପ)
ଭୁଜଗୀ, ଭୁଜଙ୍ଗୀ, ଭୁଜଙ୍ଗମୀଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଭୁଜ= ବକ୍ରାକୃତି+ଗମ୍ ଧାତୁ+କର୍ତ୍ତୃ. ଅ; ଯେ ବକ୍ର ଭାବରେ ଗମନ କରେ)
[ସମ୍ପାଦନା]- ୧. ଫଣୀ; ନାଗ; ସର୍ପ —୧. Serpent.
- ୨. ଲମ୍ପଟ ବ୍ୟକ୍ତି —୨. Lecher.
(ଉ—ଦିବ୍ୟ ଚନ୍ଦନ ନଷ୍ଟଦୂତୀ, ବିହେ ସେ ଭୁଜଙ୍ଗରେ ପ୍ରୀତି ଭଞ୍ଜ. ବୈଦେହୀଶ— ବିଳାସ )
- ୩. ଶଠ ବ୍ୟକ୍ତି —. A cheat.
- ୪. ସୀମକ —୪. Lead.
ବିଶେଷଣ -
[ସମ୍ପାଦନା]- ୧. ଲମ୍ପଟ — ୧. Leacherous.
- ୨. ଶଠ —୨. Fraydulent; cheating.