Jump to content

ଭୁଜଙ୍ଗ ପ୍ରୟାତ

ଉଇକିଅଭିଧାନ‌ରୁ

ଭୁଜଙ୍ଗ ପ୍ରୟାତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଭୁଜଙ୍ଗର ପ୍ରୟାତ ବା ଗତି ପରି ପ୍ରୟାତ ଯାହାର

[ସମ୍ପାଦନା]

ସଂସ୍କୃତ ବୃତ୍ତବିଶେଷ; (ଦ୍ର— ଏହା ଚର୍ତୁବିଂଶତି ଅକ୍ଷରରେ ସମ୍ପୁର୍ଣ୍ଣ ଓ ଦୁଇଟି ଚରଣ ଯୁକ୍ତ; ଉଭୟ ଚରଣର ୧ମ. ୪ର୍ଥ, ୭ମ ଓ ୧ ମ ବର୍ଣ୍ଣ ଲଘୁ; ଅବଶିଷ୍ଟ ବର୍ଣ୍ଣ ଗୁରୁ) —A sort of matre in Sanskrit.