Jump to content

ଭୁଜଣି ହାତ

ଉଇକିଅଭିଧାନ‌ରୁ

ଭୁଜଣି ହାତ

ଉଚ୍ଚାରଣ

[ସମ୍ପାଦନା]

(ଭୁଜଣିବାହା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭୋଜନ ଓ ହସ୍ତ)

[ସମ୍ପାଦନା]

ଡାହାଣ ହାତ — Right hand.

[ଉ— ଧୃଷ୍ଟଦ୍ୟୁମନଙ୍କର ଭୁଜଣି ହାତ ହତା, କାଟିଲେ ଭଲ୍ଲ କାଣ୍ଡେ ସେ ଦ୍ୱିଜ ବ୍ରହ୍ମବେତ୍ତା— କୃଷ୍ଣସିଂହ. ମହାଭାରତ. ଭୀଷ୍ମପର୍ବ]