Jump to content

ଭୁଜପାଶ

ଉଇକିଅଭିଧାନ‌ରୁ

ଭୁଜପାଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଭୁଜ ରୂପ ପାଶ)

[ସମ୍ପାଦନା]

ଆଲିଙ୍ଗନକାଳରେ ବିସ୍ତୃତ ଦୁଇ ହସ୍ତରୂପ ଫାଶ ବା ବନ୍ଧନ ରଜ୍ଜୁ — The arms encircling the person embraced, compared to a noose)