ଭୁଜବଳ
(ଭୁଜବୀର୍ଯ୍ୟ—ଅନ୍ୟରୂପ)
କ୍ଷତ୍ରିୟଙ୍କର ବଂଶୋପଧିବିଶେଷ — A family title of the Kshattriyas.
ବାହୁ ପରାକ୍ରମ — The might of one's arms.