ଭୁଜିଷ୍ୟ
ଦେଖଣା
ଭୁଜିଷ୍ୟ
ଉଚ୍ଚାରଣ
[ସମ୍ପାଦନା](ଭୁଜିଷ୍ୟା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ଫୁ (ଭୁଜ୍ ଧାତୁ= କର୍ତ୍ତୃ. ଇଷ୍ୟ)
[ସମ୍ପାଦନା]- ୧. ଦାସ; ଭୃତ୍ୟ —A slave; servant.
- ୨. ସଙ୍ଗୀ; ସହଚର —୨. A companion.
- ୩. (+କର୍ମ ଇଷ୍ୟ)—କରସୂତ୍ର; ହାତ କଚଟିରେ ବନ୍ଧାଯିବା ସୂତ୍ର —୩. A string worn round the wrist
- ୪. ହାତଖଡ଼ୁ —୪. Wristlet, bracelet.
- ୫. ରୋଗ —୫. Disease. (Apte).
ସଂସ୍କୃତ - ବିଶେଷଣ - ଫୁ
[ସମ୍ପାଦନା]ସ୍ୱାଧୀନ —Independent (Apte)