ଭୁଜ୍ୟ
ଦେଖଣା
ଭୁଜ୍ୟ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭୋଜ୍ୟ)
[ସମ୍ପାଦନା]ଶ୍ରାଦ୍ଧ ପ୍ରଭୃତି ଦିନରେ ବ୍ରାହ୍ମଣଙ୍କୁ ଦିଆଯିବା ସିଧା ବା ସଞ୍ଚା —A tray of victuals given a Brāhmaṇa on the occasion of a Ṡrāddha.
[ଦ୍ରଷ୍ଟବ୍ୟ — ଯେଉଁ ବ୍ୟକ୍ତି ଶ୍ରାଦ୍ଧ (ପିଣ୍ଡ ଦାନ) କରିବାକୁ ଅକ୍ଷମ ହୁଅନ୍ତି ସେ ଶ୍ରାଦ୍ଧବାସରେ ଗୋଟିଏ ପାତ୍ରରେ ରନ୍ଧନୀୟ ସାମଗ୍ରୀମାନ ରଖି ବ୍ରାହ୍ମଣଙ୍କୁ ଦାନ କରନ୍ତି]