ଭୁଜ ଛୁଁଆ
ଦେଖଣା
ଭୁଜ ଛୁଁଆ
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ଓବିଶେଷଣ - (ସଂସ୍କୃତ - ଭୁଜ+ସ୍ପର୍ଶ, ସ୍ପୃଷ୍ଟ)
[ସମ୍ପାଦନା]ରୋଗୀର ରୋଗାପଶମ କାମନା କରି ଦେହତାଙ୍କୁ ଉତ୍ସର୍ଗ କରାଯିବା ଟଙ୍କା ବା ଅଳଙ୍କାର (ଯାହାକୁ କି ରୋଗୀର ହାତରେ ଛୁଆଇଁ କରି ଅଲଗା ରଖି ଦିଆଯାଏ) —Money or a piece of ornament which is touched by a patient's band and deposited in the name of a Deity for being offered to the Deity of the patient's recovery from the illness.