Jump to content

ଭୁଞ୍ଜାଇବା

ଉଇକିଅଭିଧାନ‌ରୁ

ଭୁଞ୍ଜାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ) କ୍ରି. (ସଂ ଭୁଞ୍ଜ୍ ଧାତୁ ଣିଜନ୍ତ)

[ସମ୍ପାଦନା]
୧. ଖୁଆଇବା —୧. To feed.

(ଉ— ଦ୍ୱିଜ ଋଷି ଅତିଥିମାନଙ୍କୁ ଭୁଞ୍ଜାଇଲେ କୃଷ୍ଣସିଂହ. ମହାଭାରତ ଆଦି)

୨. ଭୋଗ କରାଇବା —୨. To cause to; enjoy.

(ଉ— ତା ଦେଇ ଦେବତା ପିତୃଙ୍କୁ ଭୁଞ୍ଜାଇଲେ କୃଷ୍ଣସିଂହ. ମହାଭାରତ ବନ)