ଭୁଞ୍ଜିବା
ଦେଖଣା
ଭୁଞ୍ଜିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - (ପଦ୍ୟ)କ୍ରିୟାପଦ - (ସଂସ୍କୃତ - ଭୁଜ୍ ଧାତୁ)
[ସମ୍ପାଦନା]- ୧. ଖାଇବା — ୧. To eat.
(ଉ— ସଙ୍ଗତେ ଭୁଞ୍ଜାଇ ଭୁଞ୍ଜିବି, ପଲଙ୍କେ ଘେନି ପହୁଡ଼ିବି ଭୂପତି. ପ୍ରେମପଞ୍ଜାମୃତ)
- ୨. ଉପଭୋଗ କରିବା; ଭୋଗ କରିବା —୨. To enjoy.
(ଉ— ଏଣୁ ରାଜ୍ୟ ତୁଲେ ପାଇବ ପ୍ରିୟବତୀ, ପୁତ୍ର କନ୍ୟା ପୁଣିଟି ଭୁଞ୍ଜିବ ସମ୍ପତ୍ତି କୃଷ୍ଣସିଂହ. ମହାଭାରତ ବନ)
- ୩. ଦୁଃଖ ବା ସୁଖ ଭୋଗ କରିବା — ୩. To experience or pass through pain or pleasure.
(ଉ— ଆପଣା କରମ ଭୁଞ୍ଜି ଯାଉଅଛି ମୁହିଁ ପ୍ରାଚୀ. ପ୍ରତାପ ଶଶିସେଣା)