ଭୁଡ଼ି ମାରିବା
ଦେଖଣା
ଭୁଡ଼ି ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭୁଡ଼ି ମାରିବା
|
(ଭୁଡ଼ି ଦେବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା](ଜଳ ମଧ୍ୟରେ ବୁଡ଼ିଥିବା ମାଛ, କୁମ୍ଭୀର, କଚ୍ଛପ ଆଦି) ନିଶ୍ୱାସ ପବନକୁ ଜଳଉପରକୁ ବୁଦ୍କାରକାରେ ଉଠାଇବା —To raise bubbles to the surface of water (said of animals under water.)