ଭୁଣ୍ଡି
ଦେଖଣା
ଭୁଣ୍ଡି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଫରୁଆର ବା ସ୍ତନର ଅଗ୍ରଭାଗ; ଚୁଚୁକ — ୧. The knob at the top of a circular wooden box; nipple.
- ୨. ଭଣ୍ଡି; ପାଟଫୁଲିର ଅଗ୍ରଭାଗ —୨. The tassel attached to a tape.
- ୩. ଥନ୍ତଲ ପେଟ; ସ୍ଥୂଳୋଦର —୩. Pot-belly.
- ୪. ତାଇତ, ବାଜୁ ପ୍ରଭୁତିର ସୂତାରେ ଓହୋଳିଥିବା ବଉଳ କୋଳି ଆକୃତିର ଅଗ୍ରଭାଗ —୪. The tapering ball-like thing hanging from the armlet of women.