ଭୁତଅଇରି
ଦେଖଣା
ଭୁତଅଇରି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭୁତଉରି, ଭୁତୈ(ତୋ, ତୌ)ରିଅନ୍ୟରୂପ
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭୂତଭୈରବୀ)
[ସମ୍ପାଦନା]ଏକପ୍ରକାର ବନ୍ୟ କଣ୍ଟକୀ ଗୁଳ୍ମ (ଏଥିର ପତ୍ର ଲୋମଶ, ପତ୍ରର ଦାଢ଼ କର୍ତ୍ତିତ ଓ ଫୁଲ ଛୋଟ ଏବଂ ତୀବ୍ର ଗନ୍ଧଯୁକ୍ତ) — A wild thorny plant with leaves and flowers of strong. odour, Premna. Integrifolia.
ଦ୍ର— ରାଞ୍ଚି ଅଞ୍ଚଳରେ ଏହାକୁ ଦୋରଣ୍ଡା କହନ୍ତି ଓ ଏ ଗଛ ବହୁ ସଂଖ୍ୟାରେ ଥିବାରୁ ରାଞ୍ଚିର ଗୋଟିଏ ଅଂଶର ନାମ ମଧ୍ୟ ଦୋରଣ୍ଡା ହୋଇଅଛି କଟକ ସହରରେ ମଧ୍ୟ ରାସ୍ତାପାଖ ପଡ଼ିଆରେ ଏ ଗଛ ବହୁତ ଉଠେ ଏହାର ଫୁଲ ନାଲି ଓ ହଳଦିଆ ଅତି ଛୋଟ କାହାଳି ପରି; ଡେମ୍ପରେ ପେନ୍ଥା ପେନ୍ଥା ହୋଇ ଫୁଲ ଓ ଫଳ ଧରେ; ଫୁଲ ବର୍ଷାଦିନେ ଫୁଟେ; ଏହାର ମୂଳ ଔଷଧିରେ ଲାଗେ— ଯୋଗେଶଚନ୍ଦ୍ର]